Fast track your English skill building through Translation Exercise -22-
Translate the following sentences to English. In Odiya 1. ମୋ ବାପା ମୋତେ ଗାଈ ର ସେବା କିପରି କରାଯାଏ ଶିଖାଇଥିଲେ। 2. ପ୍ରଥମେ ପ୍ରଥମେ ମୋତେ ଭାରି ଭୟ ଲାଗୁଥିଲା। 3. ଗାଈକୁ ମୁଁ ଗାଧୋଇ ଦେଉଥିଲି ଓ ତା ଦେହକୁ ଆଉଁସୁ ଥିଲି। 4. ଏବେ ଏଇ କାମରେ ଧୂରନ୍ଧର ହୋଇଗଲା ପରେ ବହୁତ୍ ଆନନ୍ଦ ମିଳୁଛି। … Read more