Fast track your English skill building — Exercise 12–
Translate the following sentences to English in as many different ways as possible. Part 1 ୧. ଗାଈ ଦୁଗ୍ଧ ଠାରୁ ମଇଁଷି ଦୁଗ୍ଧ ବେଶି ବହଳିଆ। ୨. ମୁଁ ଯେତବେଳେ ଭାଷଣ ଦଉଥିଲି ମୋ ସାଙ୍ଗ ମନେ ମୋତେ ଚକି୍ତ ଆଖିରେ ଚାହିଁ ଥିଲେ। ୩. ଆଜି କୌଣସି ଅଜଣା କାରଣ ରୁ ପିଆଜ ଦାମ୍ ଏକଦମ୍ … Read more