Translation exercise –Odiya to English

Translate these Odiya sentences to English ….   ଗୋଟିଏ ପାହାଡକୁ ଚଢିବା ଭାରି କଷ୍ଟ। ତା ତୁଳନାରେ ଓହ୍ଲାଇବା ଭାରି ସହଜ   ଗୋଟିଏ ଘନ ଜଙ୍ଗଲର ବହୁତ୍ ଭିତରକୁ ଏକୁଟିଆ ଚାଲିଗଲେ ବାଟବଣା ହେବାର ସମ୍ଭାବନା ବହୁତ୍।     ଆମ ଗାଁ ପାଖରେ ଯେଉଁ ରେଳ ଦୁର୍ଘଟଣା ଘଟିଥିଲା ସେଥିରେ ମୃତକଙ୍କ ସଂଖ୍ୟା ୧୬ ହୋଇଥିଲା।   … Read more