Fast track your English building skills through translation –Exercise 26-
Translate the following sentences to English.. 1. ତୁମେ ଯେଉଁଠି ପଛେ ଲୁଚ ପୋଲିସ୍ ତୁମକୁ ଧରି ନେବ। 2. ମୋତେ ଲାଗୁନାହିଁ ତୁମର ଚାଷ ର ଆମଦାନୀ ତୁମର ଘର ଖର୍ଚ୍ଚ ତୁଲାଇ ପାରିବ। 3. ସମସ୍ତ ପ୍ରଚେଷ୍ଟା ସତ୍ତ୍ଵେ ସୁଡ଼ଙ୍ଗ ଭିତରେ ଅଟକି ଯାଇଥିବା ଶ୍ରମିକ ମାନଙ୍କୁ ଜିଅନ୍ତା କଢ଼ା ହୋଇ ପାରିନାହିଁ। 4. ପିଲାଦିନେ ମୁଁ ଯେବେ … Read more