Fast track your English skill building through translations Exercise -16-

Translate the following few lines to English …

In Odiya …

ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି କି?   ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜାତୀୟ ଜୀବନ ଆବଶ୍ୟକ। ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏତାହା ବ୍ୟକ୍ତିଗତ ଜୀବନ। ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀତାହା କାଲି ଶ୍ମଶାନରେ ଶେଷ ହେବ। ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନତାହା ଈଶ୍ଵରଙ୍କ ନିକଟରେ ପହଞ୍ଚିବ! ତେବେ ପାର୍ଥିବ ଜୀବନର ଆକର୍ଷଣୀୟ ଶକ୍ତିଅର୍ଥାତ୍ ମୋର ସ୍ତ୍ରୀମୋ ଅପତ୍ୟମୋର ସମ୍ପର୍କ ଏବଂ ଭୂତ ପାର୍ଥିବ ଭାବଗୁଡ଼ିକ ମୋତେ ପ୍ରତିକ୍ଷଣ ତଳକୁ ଓଟାରୁ ଅଛି। ଉପରେ ସ୍ଵର୍ଗୀୟ ଜୀବନର ଆକର୍ଷଣ ଶକ୍ତିଅର୍ଥାତ୍ ମୋର ପ୍ରାଣ-ପରିତ୍ରାଣ ମୋର ଅନନ୍ତ ବିଶ୍ରାମ ସ୍ଥାନ ମୋତେ ସର୍ବଦା ଉପରକୁ ଟାଣୁଛି। ଚତୁଃପାର୍ଶ୍ଵରେ ଅନ୍ୟାନ୍ୟ ଜାତି ଓ ସମାଜ ବିଦ୍ୟମାନ। ସେହି ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରିବା ଆମ୍ଭମାନଙ୍କର ଗୋଟିଏ ପ୍ରଧାନ କର୍ମ। ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜାତୀୟ ଜୀବନ ଆବଶ୍ୟକ।

————————————————————.————————————.———————

ANSWERS ..

ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି କି?

Do we have something as national life?

ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜାତୀୟ ଜୀବନ ଆବଶ୍ୟକ। 

National life is essential to bring about cohesion between castes and races.

ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା ବ୍ୟକ୍ତିଗତ ଜୀବନ।

What life we see in ourselves is self-centered living.

ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ, ତାହା କାଲି ଶ୍ମଶାନରେ ଶେଷ ହେବ।

Self-centered living is transitory that would end in the cremation ground tomorrow.

ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନ, ତାହା ଈଶ୍ଵରଙ୍କ ନିକଟରେ ପହଞ୍ଚିବ!

The soul that resides inside our body will reach the God!

ତେବେ ପାର୍ଥିବ ଜୀବନର ଆକର୍ଷଣୀୟ ଶକ୍ତି, ଅର୍ଥାତ୍ ମୋର ସ୍ତ୍ରୀ, ମୋ ଅପତ୍ୟ, ମୋର ସମ୍ପର୍କ ଏବଂ ଭୂତ ପାର୍ଥିବ ଭାବଗୁଡ଼ିକ ମୋତେ ପ୍ରତିକ୍ଷଣ ତଳକୁ ଓଟାରୁ ଅଛି।

The attractions of the mundane life such as ‘my wife’, ‘my offsprings’, ‘my relations’ and the earthly emotions drag us down relentlessly.

ଉପରେ ସ୍ଵର୍ଗୀୟ ଜୀବନର ଆକର୍ଷଣ ଶକ୍ତି, ଅର୍ଥାତ୍ ମୋର ପ୍ରାଣ-ପରିତ୍ରାଣ ମୋର ଅନନ୍ତ ବିଶ୍ରାମ ସ୍ଥାନ ମୋତେ ସର୍ବଦା ଉପରକୁ ଟାଣୁଛି।

The attraction of life in heaven, meaning, the salvation of my life, and my place of eternal rest always pulls me upwards.

ଚତୁଃପାର୍ଶ୍ଵରେ ଅନ୍ୟାନ୍ୟ ଜାତି ଓ ସମାଜ ବିଦ୍ୟମାନ।

Different races and societies surround us.

ସେହି ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରିବା ଆମ୍ଭମାନଙ୍କର ଗୋଟିଏ ପ୍ରଧାନ କର୍ମ।

Living in harmony with those races and their societies and establishing a rapport with them are among our main tasks.

—————————————————————————-.———————————————–

Please send your comments to broadbase.knowledge@gmail.com

 

 

 

 

 


Related Posts

    Share:
    Do you plan to write Civil Service, or Management entrance examinations? Do you want to be an outstanding lawyer or a journalist, or an author? If so, you need impeccable English writing skills. We will build your skills step by step. Follow our blog daily. For more help, write to us through our mail id - broadbase.knowledge@gmail.com
    Subscribe
    Notify of
    guest
    0 Comments
    Oldest
    Newest Most Voted
    Inline Feedbacks
    View all comments
    0
    Would love your thoughts, please comment.x