Trnslation exercise -Odiya to English

Translate the following Odiya sentences to English.     1. ବୋଧହୁଏ ଆଉ ତିନିମାସ ପରେ ମୋର ଅଜା ଆଈ ତୀର୍ଥ ଯାତ୍ରାରେ ଯିବେ।      2. ପ୍ରଥମେ ରାମେଶ୍ଵରମ ଯିବେ ତାପରେ କନ୍ୟାକୁମାରୀ ଯିବେ।      3. ଦୀର୍ଘ ସମୟ ଧରି ରେଳ ଯାତ୍ରା କରିବା ବୟସ୍କ ଲୋକଙ୍କ ପାଇଁ କଷ୍ଟକର ହୁଏ।     … Read more