Trnslate these sentences to English.
1. ପ୍ରବଳ ପବନ ଯୋଗୁଁ ଗୁଡିଟା ଆକାଶକୁ ଖୁବଶୀଘ୍ର ଉଠିଗଲା।
2. ମୋ ମା’ ମତେ ପୁରା ଘର ର ଚଟାଣ କୁ ସଫା କରାଇଲେ।
3. ଉତ୍ତାପ ଏତେ ବଢିଯିବ ବୋଲି ପାଗ ବିଶେଷଜ୍ଞ ମାନେ ମଧ୍ୟ ଭାବି ନଥିଲେ।
4. ଗାୟିକା ତାଙ୍କ ଗୀତ ଗାଇ ସାରିଲା ପରେ ଦର୍ଶକ ମଣ୍ଡଳୀ ଠିଆ ହୋଇ ତାଙ୍କୁ ସମ୍ଭୋଧନା ଜଣାଇଲେ।
5. ଖରାଦିନେ ବିଲରେ ହଳ କରିବା ୧୫ ବର୍ଷ ର ଚାଷୀ ପୁଅ ପାଇଁ ଅତି କଠିନ କାମ ଥିଲା।
6. ମୋତେ ମୋ ଗାଁ ଲୋକମାନେ ମୋର ବିପଦବେଳେ ଯେମିତି ସାହାଯ୍ୟ କଲେ ମୁଁ ବହୁତ୍ ଅଭିଭୂତ ହୋଇଗଲି।
7. ମନ୍ତ୍ରୀ ଡାକ୍ତରଖାନା କୁ ଆସି ରୋଗୀମାନଙ୍କ ଠାରୁ ତାଙ୍କର ସୁବିଧା ଅସୁବିଧା ଜାଣିବାକୁ ଚାହିଁଲେ।
———————————————————————————————————-.—————————-
Answers …..
Ans 1… Due to strong winds, the kite quickly soared to the sky.
Or
The strong winds made the kite soar to the sky in no time.
Or
Strong winds propelled the kite high into the sky.
————————-
Ans 2… My mother made me clean the floors of the whole house.
Or
I had to clean the floors of entire house under instructions of my mother.
Or
My mother ordered me to clean the floors of the whole house and I did it.
—————————-
Ands 3… Even the weather experts had
also not expected such a surge in temperature.
Or
The meteorologists too had not expected the mercury to rise so much.
Or
The sharp rise in temperatures has baffled even the weather scientists.
———————————
Ans 4…… The singer received a standing ovation from the audience after her renderings.
Or
The audience stoop up to applaud the singer after she finished singing.
Or
The ecstatic audience stood up to shower praise on the singer as soon as she finished singing.
———————————-