Fast track your English skill building through translations Exercise -16-

Translate the following few lines to English … In Odiya … ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି କି?   ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜାତୀୟ ଜୀବନ ଆବଶ୍ୟକ। ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା ବ୍ୟକ୍ତିଗତ ଜୀବନ। ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ, ତାହା କାଲି ଶ୍ମଶାନରେ ଶେଷ ହେବ। ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନ, ତାହା … Read more