English Translation Exercise 3

Translate to English ୧. ଗତ ଆକ୍ରମଣପରେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବଢ଼ାଇ ଦିଆହୋଇଛି। ୨. ଆତତାୟୀ ପଛରେ ପୋଲିସବାବୁ ଜୋରରେପିଛାକଲେ। ୩.କିଛି ଦୂରପରେ ଆତତାୟୀ ଭାବିଲା ଖସିବା ଅସମ୍ଭବ। ୪. କିଛି ଖସିଯିବାର ବାଟନଦେଖି ନିଜକୁ ଆତ୍ମସମର୍ପଣ କରିଦେଲା। ୫.ସିଏ ଜାଣିଥିଲା ଆତ୍ମସମର୍ପଣ ନକଲେ ପୋଲିସ ତାକୁ ଗୁଳିକରି ମାରିଦେବେ। ୬. ପୋଲିସ ତାକୁ ହାତକଡ଼ା ପକାଇ ଦେଲେ ଓ ସାଏଁକିନା ଜିପରେ … Read more