Translation exercises
Translate the following sentences to English. Odiya 1. ମୁଁ କାଲି ଏଇ ଗଛ ଚଢିବି । 2. ମୁଁ ସବୁଦିନ ଘୋଡା ଚଢେ । 3. ଆସନ୍ତାକାଲି ମୁଁ ଟ୍ରେନ ଚଢିବି । 4. ଗତକାଲି ମୁଁ ଉଡାଜାହାଜ ଚଢିଥିଲି । 5. ମୁଁ ସିଢି ଚଢିବାକୁ ଯାଉଛି । 6. ମୋ ସାଙ୍ଗରେ ଏପରିକି ଚଢିକି କଥାବାର୍ତ୍ତା କର … Read more