English Skill Building – 40
Translation Exercise – 3
Translate the following Odia sentences to English
Odia Sentences
୧. ଗତ ଆକ୍ରମଣପରେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବଢ଼ାଇ ଦିଆହୋଇଛି।
୨. ଆତତାୟୀ ପଛରେ ପୋଲିସବାବୁ ଜୋରରେପିଛାକଲେ।
୩. କିଛି ଦୂରପରେ ଆତତାୟୀ ଭାବିଲା ଖସିବା ଅସମ୍ଭବ।
୪. କିଛି ଖସିଯିବାର ବାଟନଦେଖି ନିଜକୁ ଆତ୍ମସମର୍ପଣ କରିଦେଲା।
୫. ସିଏ ଜାଣିଥିଲା ଆତ୍ମସମର୍ପଣ ନକଲେ ପୋଲିସ ତାକୁ ଗୁଳିକରି ମାରିଦେବେ।
୬. ପୋଲିସ ତାକୁ ହାତକଡ଼ା ପକାଇ ଦେଲେ ଓ ସାଏଁକିନା ଜିପରେ ବସାଇ ଛୁଟି ଗଲେ।
୭. ତା’ପରଦିନ ଅତତାୟୀକୁ କୋର୍ଟରେ ହାଜର କରାହେଲା।
୮. ତାକୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା।
Click here for more Translation Exercises.
Click here to access the entire English Skill Building series.