English Skill Building – 39
Translation Exercise – 2
Translate the following Odia paragraph to English
Odia Paragraph
ବତକ ଯେପରି ପାଣି ଦେଖିଲା କ୍ଷଣି ଖୁସିରେ ପଶିଯାଆନ୍ତି ସେପରି ତୁମେ ଦେଖିଥିବ ତୁମର କିଛି ସହକର୍ମୀ କୌଣସି ନୂଆ କାମରେ ଆଗୁଆ ହୋଇ ନେତୃତ୍ତ୍ୱ ନିଅନ୍ତି। ସେମାନେ ନିଧଡ଼କ ଭାବରେ ଅନ୍ୟକୁ କ’ଣ ସବୁ କରିବାକୁ ହେବ କୁହନ୍ତି ଓ ଖୁସିରେ ଅଧିକରୁ ଅଧିକ ଦାୟିତ୍ୱ ନେବାକୁ ଆଗେଇ ଆସନ୍ତି। କିଛି ଅନ୍ୟ ଲୋକଙ୍କପାଇଁ ଏପରି କରିବା ମହାକଷ୍ଟ। ଲୋକଙ୍କ ଉପରେ ହାକିମ କରିବା ତାଙ୍କୁ ଭାରୀ ଅବାଗିଆ ଲାଗେ ଓ ସବୁବେଳେ କିଛି ପରିମାଣର ଆତ୍ମସନ୍ଦେହ ତାଙ୍କର ସବୁସିଦ୍ଧାନ୍ତକୁ ଆକ୍ରାନ୍ତ କରିଥାଏ।
English Translation
You’ve probably noticed how some of your colleagues take to leadership roles like a duck to water. They’re confident telling others what to do, and happy taking on an ever-growing number of responsibilities. It couldn’t be more different for others: bossing around people feels awkward, and a nagging self-doubt shadows every decision.
Click here for more Translation Exercises.
Click here to access the entire English Skill Building series.