English Translation Exercise 4

ଅନୁବାଦ ୦୭/୦୧/୨୦୨୧ ୧. ସ୍କୁଲଘରଟିକୁ ଠିକ ସମୟରେ ମରାମତି କରାହୋଇଥିଲେ ପିଲାମାନେ ଆଜି ଏପରି ଦୂର୍ଦ୍ଦଶା ଭୋଗୁନଥାନ୍ତେ। ୨. ଚେନ୍ନାଇରେ କର୍ମବର୍ଦ୍ଧମାନ ଉତ୍ତେଜନାକୁ ଦେଖି ସରକାର ସେଠାକୁ ଅଧିକ ସୈନ୍ୟବଳ ତୁରନ୍ତ ପଠାଇଲେ। ୩. ପୋଖରୀ ଭିତରେ ଥିବା ପଦ୍ମଫୁଲଟି ମୋତେ ଭାରୀ ସୁନ୍ଦର ଦେଖାଯାଉଛି ହେଲେ ପାଣିଭିତରେ ପଶି ମୁଁ ସେଠାରେ ପହଂଚି ପାରିବିନି। ୪. ତା’ ଛଡା ପଙ୍କ ଭିତରେ … Read more